ଜୟପୁର: ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁବେଦ ବିକାଶ ପରିଷଦର ସକଳ୍ପ ଦିବସ ପାଳିତ
ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁବେଦ ବିକାଶ ପରିଷଦର ସକଳ୍ପ ଦିବସ ଆଜି ଦିନ 11 ଟାରେ ଆରମ୍ଭ ହୋଇ ଅପରାହ୍ନ 2ଟାରେ ଶେଷ ହୋଇଛି l ସମ୍ପାଦକ ପରମେଶ୍ୱର ପାତ୍ରଙ୍କ ଆହ୍ୱାନରେ କବିରାଜ କ୍ଷେତ୍ରବାସୀ ପଣ୍ଡା ସଭାପିତିତ୍ୱରେ ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଉପଦେଷ୍ଟା ମଦନ ମୋହନ ନାୟକ, ନିମନ୍ତ୍ରିତ ଅତିଥି ହରି ହର କରସୁଧା ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଟିତ ହୋଇଥିଲା ।