ବାଲିଗୁଡା ବିଡିଓ ଙ୍କ ଦୁର୍ଗମ ଅଞ୍ଚଳଗସ୍ତ, ଏହି ଗସ୍ତ ଟି ରବିବାର ଦିନ 11ଘଣ୍ଟିକା ସମୟରେ କରିଛନ୍ତି,ବାଲିଗୁଡା ବ୍ଲକର ଅତି ଦୁର୍ଗମ ଅଞ୍ଚଳକୁ ଆବାସ ଯଜନା କାହିଁକି ଵିଳମ୍ବ ହେଉଛି ହିତାଧିକାରୀ ଙ୍କ ସହ ଆଲଚନା କରିଛନ୍ତି ତାଙ୍କ ସହ ପଞ୍ଚାୟତ ସ୍ତରୀୟ କାଯ୍ୟରତ ଥିବା କର୍ମଚାରୀ ମାନେ ଗସ୍ତ କରିଥିବା ନେଇ ସୁଚନା ମିଳିଛି