କୋଷଳ କଲା ମଣ୍ଡପ, ବଲାଙ୍ଗୀର: କୋଷଳ କଲା ମଣ୍ଡପ ଠାରେ ଅନୁଷ୍ଠିତ ନାଟକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ସମାଜକୁ ସଚେତନ କରିବା ସହ କଳା ଓ କଳାକାରଙ୍କୁ ପ୍ରୋତ୍ସାହନ ଦେଇଥାଏ। ନାଟକ ‘ଜମୀଦାର’ର ଅଭିନୟ ଓ ସନ୍ଦେଶକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଦର୍ଶକ ଓ କଳାପ୍ରେମୀମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆରୋ ଉଜ୍ଜ୍ୱଳ କରିଥିଲା।