ବଲାଙ୍ଗୀର। ସ୍ଥାନୀୟ ସଦେଇ ପାଲି ବାଇପାସ ରୋଡ଼ ରେ ଆଜି ଗୋଟିଏ ବାଇକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ ଦୁଇ ଜନ ଯୁବକ ଆହତ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୁ ଭର୍ତ୍ତି କରାଯାଇଛି। ଯୁବକମାନେ ଯାମ ଗାଁ ଅଞ୍ଚଳ ର ହୋଇଥିବା ଜଣାପଡିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ କର୍ମ ଚାରି ମନେ ଉଦ୍ଧାର କରି ଆଜି ରାତି ୯ଟା ସମୟରେ ଉଭୟଙ୍କୁ ମେଡିକାଲ ରେ ଭର୍ତ୍ତି କରି ଥିବା ସୂଚନା ମିଳିଛି