ବୀରମହାରାଜପୁର: ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ପରିଦର୍ଶନ ସହ ରାବଣ ଦରବାରରେ ଅତିଥି ଭାବରେ ଯୋଗେଦେଲେ ବିଧାୟକ
ବିନିକା ସହର ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିର ପରିଦର୍ଶନ ସହ ରାବଣ ଦରବାରରେ ଅତିଥି ଭାବରେ ଯୋଗେଦେଲେ ବିଧାୟକ ରଘୁନାଥ ଜଗଦଲା l ସୂଚନା ଅନୁସାରେ ଆଜ ସନ୍ଧ୍ୟା 7ଠାରେ ବିଧାୟକ ପୁରୁଣା ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ଠାରେ ପହଞ୍ଚିଲା ପରେ ତାଙ୍କୁ କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା l ଲପରେ ବିଧାୟକ ମାଁଙ୍କ ଦର୍ଶନ କରିବା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ l ଏହି ଅବସରରେ କମିଟିର କର୍ମକର୍ତ୍ତା୍କୁ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ପରେ ଆୟୋଜିତ ରାବଣ ଦରବାରରେ ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଏହି ଅବସର