ଗୋପାଳପୁର: ସବୁ ସମୟରେ ଖୋଲୁନି ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର, ଅସନ୍ତୋଷ ବୃଦ୍ଧି ପାଉଛି #Jansamasya
Gopalpur, Ganjam | Aug 26, 2025
ଗୋପାଳପୁର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଦୂର ଦୁରାନ୍ତରୁ ପର୍ଯ୍ୟଟକ ମାନେ ଆସୁଛନ୍ତି, ତେବେ ସବୁ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହୁ...