ଜି ଉଦୟଗିରି: ଦାସିଗୁଡ଼ା ଠାରେ ଅଟୋ ଦୁର୍ଘଟଣା ରେ ମୃତ ବରଣ କରିଥିଲେ ନମିତା ନାୟକ। ଏ ନେଇ ସାରଙ୍ଗଗଡ ଥାନାରେ 201/2025 ରେ ଏକ ମାମଲା ରୁଜୁ
ଦାସିଗୁଡ଼ା ଠାରେ ଅଟୋ ଦୁର୍ଘଟଣା ରେ ମୃତ ବରଣ କରିଥିଲେ ନମିତା ନାୟକ। ଏ ନେଇ ସାରଙ୍ଗଗଡ ଥାନାରେ 201/2025 ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚାଲିଥିବା ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ଯେ ମହିଳ। ଙ୍କୁ ବାନ୍ତି ଆସିବାରୁ ସେ ଅଟୋ ରେ ବସି ବାନ୍ତି କରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ସେ ମୃତ ବରଣ କରିଥିଲେ।ଆଜି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଅଛି ପୋଲିସ।