କବିସୂର୍ଯ୍ୟନଗର: ବେଗୁନିଆପଡା ରେ ଦୁର୍ଗାପୂଜା ଅନୁଷ୍ଠିତ
ଚାରିଆଡେ ମା ଦୁର୍ଗା ଙ୍କର ପବିତ୍ର ଦଶହରା ପୂଜା ଚାଲିଛି । ବେଗୁନିଆପଡା ବଜାର ରେ ମା ଦୁର୍ଗା ଙ୍କ ପୂଜା ଗତ କାଲି ଅର୍ଥାତ ସପ୍ତମୀ ତିଥିରେ ଆରମ୍ଭ ହୋଇଛି । ପୂଜା ମଣ୍ଡପ ନିକଟରେ ସୋମବାର ଅପରାହ୍ନ 5 ଘଣ୍ଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ପୂଜକ ।