Public App Logo
Jansamasya
National
Bihar
Madhya_pradesh
Indianrailways
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railone
North_west_delhi
���िश्व_जल_दिवस
Thodadhyanse
Capacitybuilding
Educationforall
Worldwaterday
Railsafety
Chaitranavratri
���ंतर्राष्ट्रीय_वन_दिवस
Kalpanachawla
Bipinrawat

ଜଟଣୀ: ଅଗ୍ରୱାଲ ଧର୍ମଶାଳାରେ ଜଟଣୀ ଗଣେଶ ପୂଜା ମହୋତ୍ସବ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଡିସିପି,ଚେୟାରମ୍ୟାନ ଓ ମହାସଂଘ ସଭାପତି ରଖିଲେ ପ୍ରତିକ୍ରିୟା

Jatani, Khordha | Aug 18, 2025
ଜଟଣୀ ଅଗ୍ରୱାଲ ଧର୍ମଶାଳାରେ ଆଗାମୀ ଜଟଣୀ ଗଣେଶ ପୂଜା ମହୋତ୍ସବ ପ୍ରସ୍ତୁତି ବୈଠକରେ ଭୁବନେଶ୍ୱର ଅତିରିକ୍ତ ଡିସିପି ସଞ୍ଜୟ ମହାପାତ୍ର,ଜଟଣୀ ମୁନିସିପାଲିଟି ଚେୟାରମ୍ୟାନ ଅନନ୍ତ ବେହେରା ଓ ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ପ୍ରତିକ୍ରିୟା ରଖିଲେ | ସେମାନେ ଆଜି ରାତି 10 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |