ଛତ୍ରପୁର: ଗଣେଶ ଭସାଣ ବେଳେ ଫୁଲଟା ଗାଁରେ ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା, ଭିଡ଼ିଓ ଭାଇରାଲ ପରେ ନିଜ ଆଡୁ ତଦନ୍ତ କରୁଛି ପୋଲିସ
Chhatrapur, Ganjam | Sep 7, 2025
ଛାତି ଥରାଇଲା ଡିଜେ ଲଢେଇ, ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା ଏଠି ଯେଉଁଭଳି ଆତଙ୍କର ବାତାବରଣ ସୃଷ୍ଟି କରାଗଲା ଟିକିଏ ଅସାବଧାନତା ପାଇଁ...