ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ପରିବା ମାର୍କେଟ ଛକ ନିକଟରେ ରାଜ୍ୟ ବିଜେଡି ଓ କଂଗ୍ରେସ ମୁଖିଆଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି
Hinjili, Ganjam | Jul 29, 2025
ଆଜି ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ନିକଟରେ ହିଞ୍ଜିଳି ବିଜେପି ତରଫରୁ ମହିଳା ମାନଙ୍କ ପ୍ରତି ଅତ୍ୟାଚାର କରୁଥିବା କଂଗ୍ରେସ ଓ ବିଜେଡି ବିରୋଧ...