ପଦ୍ମପୁର: ଅମରାଖୋଲ ଅଞ୍ଚଳରେ ବଣୁଆ ହାତୀ, ସଚେତନ କଲା ବନବିଭାଗ
ବରଗଡ ଜିଲ୍ଲା ପଦ୍ମପୁର ବନାଞ୍ଚଳ ଅଧିନସ୍ଥ ଅମରାଖୋଲ ଅଞ୍ଚଳରେ ବଣୁଆ ହାତୀ ବୁଲାବୁଲି କରୁଥିବା ନେଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଂଜିତ ସିଂ ବାବୁ ଙ୍କ ନିର୍ଦେଶ କ୍ରମେ ବନ କର୍ମଚାରୀ,ସ୍କ୍ୱାଡ଼ ଟିମ ଆଜି ସନ୍ଧ୍ୟା 7ଟା ସମୟରେ ଗାଁ କୁ ଯାଇ ବଣୁଆ ହାତୀ ବୁଲାବୁଲି କରୁଥିବା ନେଇ ଡାକବାଜି ଯନ୍ତ୍ର ରେ ସତର୍କତା ସଚେତନତା କରୁଛନ୍ତି l ସମସ୍ତେ ସତର୍କ ରହିବାକୁ ଜନ ସାଧାରଣ ଙ୍କୁ ସୂଚନା ସହ ହାତୀର ସନ୍ଧାନ ପାଇଲେ ତୁରନ୍ତ ବନ ବିଭାଗ କୁ ସୂଚନା ଦେବାକୁ କହୁଛନ୍ତି l ସତର୍କତା ଟିମରେ ପଦ୍ମପୁର ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ବନପାଳ ସରୋଜ କୁମାର ସାହୁ ଙ୍କ ନେତୃତ୍ୱରେ ads ମାଧବ ଖରସେଲ,