ବରଗଡ: ବରଗଡ଼ ସର୍କିଟ ହାଉସ ଠାରେ ଡ.ମୁକେଶ ମହାଲିଙ୍ଗ ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଜଣାଇଲେ ସମ୍ବର୍ଦ୍ଧନା
Bargarh, Bargarh (Baragarh) | Aug 9, 2025
ବରଗଡ଼ ଗସ୍ତରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ | ଶନିବାର ସକାଳ 10 ଘଣ୍ଟା ସମୟରେ ବରଗଡ଼...