ଢେଙ୍କାନାଳ ସଦର: ଜିଲ୍ଲା ପ୍ରଶାସନ ପକ୍ଷରୁ ସାର କଳାବଜାରୀ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ,୨ଦୋକାନର ଲାଇସେନ୍ସ ରଦ
Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ଜିଲ୍ଲାରେ ସାର କଳାବଜାରୀ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସାର ଦୋକାନରେ ଚଢାଉ କରାଯାଇଛି ।...