ନିର୍ବାଚନ ପୂର୍ବରୁ ମତଦାନ କେନ୍ଦ୍ର ପୁନର୍ବିନ୍ୟାସ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦଳ ପ୍ରତିନିଧିଙ୍କ ସହ ଜିଲ୍ଲପାଳଙ୍କ ସମ୍ବିଲାନି କକ୍ଷ ରେ ବୈଠକ "ବଲାଙ୍ଗିର — ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଲା । ଏଥିରେ ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଅନୁମୋଦିତ ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ, ବିଭାଜନ, ମିଳନ ଓ ସ୍ଥାନାନ୍ତରଣ ସମ୍ପର୍କରେ ଅଧିକାରିକ ଦଳ ପ୍ରତିନିଧିଙ୍କୁ ଅବଗତ କରାଯାଇଛି । ଜିଲ୍ଲାପାଳ ଜଣାଇଛନ୍ତି ଯେ, ଏହି ପଦକ୍ରମ ନିର୍ବାଚନର ସୁଚାରୁ ଆୟୋଜନ ନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ସୁରକ୍ଷା ବ୍ୟବସ୍ଥା ସହ କରାଯିବ