ଜାନୁଆରୀ ୨୩ ତାରିଖ ସକାଳ ୧୧ଟା ସମୟରେ ପାଇଲଟ କ୍ୟାପଟେନ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଜେ.ପି.ହସ୍ପିଟାଲ ଛାଡିଛନ୍ତି,ପ୍ରକାଶ ଥାଉ କି ଜାନୁଆରୀ ୧୦ ତାରିଖରେ ଦୁର୍ଘଟଣା ଗ୍ରସ୍ତ ବିମାନର କୋ ପାଇଲଟ କ୍ୟାପଟେନ ତରୁଣ ଶ୍ରୀବାସ୍ତବ ଗମ୍ଭୀର ରୂପରେ ଆହତ ହୋଇ ଜେ.ପି. ହସ୍ପିଟାଲରେ ଭର୍ତ୍ତି ଜୋଇଥିଲେ, ହସ୍ପିଟାଲ ର ଅଭିଜ୍ଞ ଡାକ୍ତର ତଥା ମେଡିକାଲ ଷ୍ଟାଫଗଣଙ୍କ ବଳିଷ୍ଠ ଚିକିତ୍ସାରେ ପାଇଲଟ କ୍ୟାପଟେନ ତରୁଣ ଶ୍ରୀବାସ୍ତବ ଅତିଶୀଘ୍ର ଠିକ ହେବା ଜେ.ପି. ହସ୍ପିଟାଲର ଗୁଣ ଗାରିମାରେ ଆଉ ଏକ ମାଇଲ ଷ୍ଟୋନ ଯୋଡି ହୋଇଗଲା, ହସ୍ପିଟାଲ ଛାଡିବା ସମୟରେ ଡାକ୍ତରଗଣ ଓ ହସ୍ପିଟାଲ କର୍ମଚାରୀଗଣ ସୁପାଙ୍କ