କଟକ ପୌରାଞ୍ଚଳ: ମହାନଦୀ ବିହାର ଆମ ବସଷ୍ଟାଣ୍ଡରେ ବସ୍ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ, ଚାଉଳିଆଗଞ୍ଜ ଥାନାରେ ଏତଲା
Cuttack M Corp PS, Cuttack | Jul 13, 2025
କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ସ୍ଥିତ ଆମବସ ଷ୍ଟାଣ୍ଡରେ ଆମ ବସ ଡ୍ରାଇଭରକୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ବସ...