ଫୁଲବାଣି ଠାରେ କନ୍ଧମାଳ ସୁରକ୍ଷା ସ ଅଭିଯାନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଦାରି, ରବିବାର ଦିନ 12ଘଣ୍ଟିକା ସମୟରେ ଏହି ଅନୁଷ୍ଠାନ ର ଆବାହକ ପ୍ରତାପ କୁମାର ପ୍ରଧାନ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି, ଏହି ବଜ୍ଞପ୍ତି ରେ ଉଲ୍ଲେଖ ରହିଛି ଯେ ଆପଣ ମାନେ ଜାଣିଥିବେ ଗତ ସେପ୍ଟେମ୍ବର 16 ତାରିଖ ଦିନ ବାଦଲ ଫାଟ ବର୍ଷା ଯୋଗୁଁ କଳିଙ୍ଗ ଘାଟିରେ ଭୁସ୍ଖଳନ ଘଟି ରାଞ୍ଚୀ - ବିଜୱାଡ଼ା କରିଡର ଜାତୀୟ ରାଜପଥ ଯୋଗାଯୋଗ ବିଚ୍ଛିନ୍ନ ହେଇ ଯାଇଛି । ଆଜିକୁ ଦୀର୍ଘ 40 ଦିନରୁ ଉର୍ଦ୍ଧ୍ବ ହେଲାଣି ଜାତୀୟ ରାଜପଥ ପୁନରୁଦ୍ଧାର ହୋଇ ପାରି ନାହିଁ । ପୁନରୁଦ୍ଧାର କାର୍ଯ୍ୟକୁ ସରକାର ଯେତିକି ଗୁରୁତ୍ବ ଦ