ଫୁଲବାଣୀ ସହର: ବାଲିଗୁଡା ପାଟ୍ଟଖଣ୍ଡା ମନ୍ଦିର ଦାନହୁଣ୍ଡି ଖୁଲା ଯାଇଛି, ଏବଂ ଉକ୍ତ ଦାନ ହୁଣ୍ଡି ରୁ 66ହଜାର 500ଟଙ୍କା ସଂଗ୍ରହ,
ବାଲିଗୁଡା ପାଟ୍ଟଖଣ୍ଡା ମନ୍ଦିର ଦାନହୁଣ୍ଡି ଖୁଲା ଯାଇଛି, ଏବଂ ଉକ୍ତ ଦାନ ହୁଣ୍ଡି ରୁ 66ହଜାର 500ଟଙ୍କା ସଂଗ୍ରହ, ରବିବାର ଦିନ 12ଘଣ୍ଟିକା ସମୟରେ ପୁଲିସ ର ଉପସ୍ଥିତ ଏବଂ କମିଟି ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ସାକ୍ଷ ରେ ଏହି ହୁଣ୍ଡି ଖୁଲାଯାଇଛି, ସଭାପତି ସମ୍ପାଦକ ଙ୍କ ଉପସ୍ଥିତ ରେ ଏହି ହୁଣ୍ଡି ଖୁଲା ଯାଇଥିବା ନେଇ ସୁଚନା ମିଳିଛି, ଏହା ସହ ଦୁଇଟି ରୁପା ଭଳି ଦେଖାଯାଉଥିବା ମୁଦି କୁ ମଧ୍ୟ ଏହି ହୁଣ୍ଡି ରୁ ସଂଗ୍ରହ କରାଯାଇଛି