ସୋନପୁର: ସହରର ବିଜୁପଟ୍ଟନାୟକ ଛକ ଠାରେ ଦିପାବଳୀରେ ସ୍ବତନ୍ତ୍ର ବଜାର।
ସହରର ବିଜୁପଟ୍ଟନାୟକ ଛକ ଠାରେ ଦିପାବଳୀରେ ସ୍ବତନ୍ତ୍ର ବଜାର। ଆଲୋକର ପର୍ବ ଦିପାବଳୀ । ସମାଜରୁ ଅନ୍ଧାରକୁ ଦୁର କରିବା ସହ ଆଲୋକିତ କରିବା ପାଇଁ ସାରା ଦେଶରେ ପାଳିତ ହୋଇଥାଏ ଦିପାବଳୀ । ଏନେଇ ଆଜି ସକାଳ ୭ଟାରୁ ଅପରାହ୍ନ ପ୍ରାୟ ୪ଟା ଯାଏଁ ଆଜି ସୁବର୍ଣ୍ଣପୁର ସହରର ବିଜୁପଟ୍ଟନାୟକ ଛକ ଠାରେ ସ୍ବତନ୍ତ୍ର ବଯାର ବସିଥାଏ ଯାହାକି ଖୁବ୍ ନିଆଁରା ସଳତାଠାରୁ ଆରମ୍ଭ କରି ଦିପ,ଫୁଲ ,ଦୁବ ବୁରପତ୍ର ଆମ୍ବଡାଳ,ଅଇଁଲା,ଆଖୁ,ଗୁଆ,ନଡ଼ିଆ,କଦଳୀ ଗଛ,ଜଡାତେଲ ଆଦି ହଯାର ହଯାର ପ୍ରକାର ସାମଗ୍ରୀ।ଏହାକୁ ନେବା ପାଇଁ ଗାଁଠୁ ସହର ଦୁର ଦୁରାନ୍ତରରୁ ଲୋକେ ଏଠାକୁ ଧାଇଁ ଆସିଛନ୍ତି।ବିକାଳି ମାନେ ମଧ୍ୟ ଆଜିର