ସୋନପୁର: ସହରର ରଏଲ ପଡିଆ ଫଟକା ଦୋକାନ ମାନଙ୍କରେ ପ୍ରବଳ ଭିଡ଼ି କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରା ଜିରୋ।
ସହରର ରଏଲ ପଡିଆ ଫଟକା ଦୋକାନରେ ପ୍ରବଳ ଭିଡ଼ି କିନ୍ତୁ ସୁରକ୍ଷା ବ୍ୟବସ୍ଥା ପୁରା ଜିରୋ।ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଏଲ ପଡିଆ ଠାରେ ଫଟକା ବିକ୍ରି କରିବ ପାଇଁ ଅନୁମତି ଦିଆ ଯାଇଛି।ଅନ୍ଯ ପଟେ ରାଜ୍ୟ ସରକାର ଙ୍କ ମଧ୍ୟ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ପଟକା ବିକ୍ରି ସ୍ଥାନରେ ବ୍ୟାପକ ପୋଲିସ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହିବେ।