‘ପରବ’ରେ ଉପେକ୍ଷା, ସାମ୍ବାଦିକଙ୍କ ଧାରଣା ‘ପରବ’ର ପ୍ରଚାରପ୍ରସାର ଲାଗି ଗୁରୁତ୍ବ ଦିଆଯାଉଥିବା ବେଳେ ସାମ୍ବାଦିକଙ୍କୁ ଉପେକ୍ଷା। ଫଟୋ ଉଠାଇବା ଏବଂ କାର୍ଯ୍ୟ ସମ୍ପାଦନା ବେଳେ ପୁଲିସର ଅଯଥା ହସ୍ତକ୍ଷେପ । ଏହାକୁ ବିରୋଧ କରି ଫାଟକ ଆଗରେ ଧାରଣା ଦେଇଛତି ସାମ୍ବାଦିକମାନେ । କେତେକ ପରବସ୍ଥଳ ଛାଡ଼ିଛନ୍ତି । ଜଣଙ୍କ ପରେ ଜଣେ ଯାଇ ଫଟୋ ଉଠାଇବା ଲାଗି ଏସ୍ପିଙ୍କ ପରାମର୍ଶ ସତ୍ତ୍ୱେ ଅସନ୍ତୋଷ ଥମିନି। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ର୍ଥାତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ବସିବା ଲାଗି ଷ୍ଟେଜ୍ର ଗୋଟିଏ ପାଖରେ ବ୍ୟବସ୍ଥା କରାଯାଇଥିଲା । ଯଦ୍ଵାରା ଫଟୋ ଏବଂ ଭି