ମୟୂରଭଞ୍ଜ ବରିଷ୍ଠ ନାଗରିକ ଫୋରମ୍ ର ଅଷ୍ଟମ ପ୍ରତିଷ୍ଠା ଦିବସ ସମାରୋହ ବାରିପଦା ସହର ସ୍ଥିତ କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ ସୋମବାର ଦିନ ପ୍ରାୟ ୧୧ ଟାରେ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ।