ଆଜି ଅପରାହ୍ନ ୪ ଟା ସମୟରେ କରଦା ପଂଚାୟତ ର ମୁହାଣପଡ଼ା ଗ୍ରାମ ର ମୁକୁନ୍ଦ ସାହୁ ଙ୍କ ସ୍ତ୍ରୀ ଭାରତୀ ସାହୁ ଘରୋଇ କାମ କରୁଥିବା ବେଳେ ଏକ ବିଷଧର ସାପ ଭାରତୀ କୁ କାମୁଡି ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଧାମନଗର ଡାକ୍ତର ଖାନା କୁ ନେଇ ଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଡାକ୍ତର ଖାନା ନେଇ ଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ