Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ହିନ୍ଦୋଳ: ହିନ୍ଦୋଳରେ ଶନିବାର ଦିନ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ TPCODL ପକ୍ଷରୁ ସୂଚନା

Hindol, Dhenkanal | Oct 17, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଆସନ୍ତା କାଲି ଶନିବାର ଦିନ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ମିଳିଛି । ହିନ୍ଦୋଳ ଅଞ୍ଚଳରେ ୩୩ କେଭି ବିଦୁତର ରକ୍ଷଣା ବେକ୍ଷଣ ପାଇଁ ମରାମତି କରାଯିବ ସେଥିପାଇଁ ସକାଳ ୮ଟାରୁ ୧୨ ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯିବା ନେଇ TPCODL ପକ୍ଷରୁ ସନ୍ଧ୍ୟା ୭ଟାରେ ସୂଚନା ମିଳିଛି ।

MORE NEWS