ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବାଘମୁଣ୍ଡାରେ ଶିଳ୍ପ ତାଲିମ ଅନୁଷ୍ଠାନ କେନ୍ଦ୍ର (ITI) ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୨ ଟା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଲଖନପୁର ତଥା ଝାରସୁଗୁଡା ଜିଲ୍ଲାରେ ଯୁବକ ଯୁବତୀଙ୍କୁ ଏକ ଗୁଣବତ୍ତା ଶିକ୍ଷା ପ୍ରଦାନ କରି ନିଯୁକ୍ତି ସୃଷ୍ଟି କରିବା ଲକ୍ଷ ନେଇ