ଝାରସୁଗୁଡା ଜିଲ୍ଲା ବକ୍ସିଛକ ନିକଟରେ ଥିବା ବିଦ୍ୟାବିକାଶ ଇଣ୍ଟରନେସନାଲ ସ୍କୁଲ କ୍ୟାମସ ପରିସରରେ ବିଦ୍ୟା ବିକାଶ ଇଣ୍ଟରନେସନାଲ ସ୍କୁଲ ଓ ବିକାଶ ଟେକ୍ନୋ ସ୍କୁଲ ଝାରସୁଗୁଡା ର ଚତୁର୍ଥ ବାର୍ଷିକ ଉତ୍ସବ ସ୍ପୁର୍ତି-୨୦୨୫ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟା ସମୟରେ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶା ଷ୍ଟେଟ ଓପନ ୟୁନିଭରସିଟିର ଭାଇସ ଚାନ୍ସେଲର ପ୍ରଫେସର ଶ୍ୟାମ ସୁନ୍ଦର ପଟନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଝାରସୁଗୁଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତା ମିଶ୍ର