ଡାବୁଗାଁ: *ଡାବୁଗାଁ ଦୁର୍ଗା ପୂଜା ପାଇଁ ୧୦୮ କଳସ ଯାତ୍ରା ଅନୁଷ୍ଠିତ*
ଡାବୁଗାଁରେ ଆରମ୍ବ ହେଲା ଦୂର୍ଗା ପୂଜା। ଏହି ଅବସରରେ ସଂପୂର୍ଣ୍ଣ ଧାର୍ମିକ ରୀତିନୀତି ରେ ମାଁ ଠାକୁରାଣୀ ମନ୍ଦିର ରୁ ପବିତ୍ର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଡାବୁଗାଁ ଦୂର୍ଗାପୂଜା କମିଟି ତରଫରୁ ଆୟୋଜିତ ଏହି କଳସ ଯାତ୍ରା ରେ ଡାବୁଗାଁ ଅଂଚଳର ମା ଭଉଣୀ ମାନେ ୧୦୮ କୋଳସ ରେ ଜଳ ଧରି ଦୁର୍ଗା ମଣ୍ଡପ ନିକଟରେ ପହଂଚି ଥିଲେ।