ବଲାଙ୍ଗିର ଶୁଲିଆ ଯାତ୍ରା ଦେଖି ଯିବାବେଳେ ଅଘଟଣ। ବାଇକ ଦୁର୍ଘଟଣାରେ ଦୁଇ ମୃତ, ମୃତକ ମାନେ ହେଲେ ଗୌର ପୋଢ଼ ଓ ନିଳାକାର ଖୁଣ୍ଟଲି। ପୁଇଁନ୍ତଲା ଥାନା ଅଁଏଲାସାରି ଗାଁର ନିଳାକାର ଏବଂ ସଦର ଥାନା ଅନ୍ତର୍ଗତ ବରପଦର ଗାଁର ଗୌର ପୋଡ଼, ସଂମ୍ପର୍କରେ ଦୁହି ଜଣ ଶଳା ଭେଣେଇ। ସୂଚନା ଅନୁଯାୟୀ ପ୍ରତି ବର୍ଷ ପରି ଆଜି ଦିନରେ ମଧ୍ୟ ବଲାଙ୍ଗିର ର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ସମାନ ଢ଼ଙ୍ଗରେ ଚଳିତ ବର୍ଷ ମଧ୍ୟ ଏହି ଯାତ୍ରା ଅନୁଷ୍ଠିତ ହୋଇ ରକ୍ତ ରଞ୍ଜିତ ହୋଇଥିଲା ଶୁଲିଆ ପୀଠ। କିଏ ଜାଣିଥିଲା ଶଳା- ଭେଣେଇ ଙ୍କ ଶୁଲିଆ ଯାତ୍ରା ଦେଖା ଅଧାରେ ରହିଯିବ। ସକାଳୁ ସକାଳୁ ନିତ୍ୟକର୍ମ