ବୌଦ୍ଧ ସଦର: ନୂଆପଡା ଗ୍ରାମ ରାସ୍ତାରୁ ବେଆଇନ ମହୁଲି ମଦ ସହିତ ଆଶାମିକୁ ଗିରଫ କଲା ହରଭଙ୍ଗା ଅବକାରୀ ପୋଲିସ
Baudh Sadar, Boudh (Bauda) | Sep 3, 2025
ଆଜି ସନ୍ଧ୍ୟା ୭ଟା ସମୟରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ସୂତରୁ ପ୍ରପ୍ତ ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ନୂଆ ପଡ଼ା ଗ୍ରାମରେ ବେଆନ...