ଟିଟିଲାଗଡ: ରେଳଷ୍ଟେସନ ରେ ଠିକାଦାରଙ୍କ ଅଧିନରେ ଶ୍ରମିକ କାମ କରୁଥିବା ଶ୍ରମିକ ମାନଙ୍କୁ ଶୋଷଣ ଅଭିଯୋଗ ପରେ ଟିଟିଲାଗଡ଼କଂଗ୍ରେସ ନେତା ଦେଲେ ପ୍ରତିକ୍ରିୟା
ଟିଟିଲାଗଡ଼ ରେଳଷ୍ଟେସନ ରେ ଠିକାଦାରଙ୍କ ଅଧିନରେ ଶ୍ରମିକ ମାନେ ଟ୍ରେନ ମାନଙ୍କ ପାଣି ଟାଙ୍କିରେ ପାଣି ଭର୍ତ୍ତିକରିବା କାମ କରିଥାନ୍ତି। କିନ୍ତୁ ତାଙ୍କ ପାଉଣା କୁ ଠିକାଦାରଙ୍କ କର୍ମଚାରୀ ମାନେ ଶ୍ରମିକ ମାନଙ୍କୁ ଅଧା ଦେଉଛନ୍ତି ବୋଲି କଂଗ୍ରେସ ନେତା ବିରେନ୍ଦ୍ର ବାଗ ଙ୍କ ଅଫିସ କୁ ଆସି ୮,୩୦ ସମୟରେ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଏବଂ ସେଠାରେ ବିରେନ୍ଦ୍ର ବାଗ ଅସନ୍ତୋଷ ଜାହିର କରି ଦେଲେ ପ୍ରତିକ୍ରିୟା।