ସୋନପୁର: ସଦର ସ୍ମାର୍ଟା ପାର୍କ ସାମନା ରେ ଥିବା ଗଛ କାଟକୁ ନେଇ ତିବ୍ର ବିରୋଧ ସୂଚନା ଦେଲେ ତାପସ କୁମାର ବେଉରୀଆ
ରାସ୍ତା ପ୍ରଶସ୍ତି କରଣ ନାମରେ ଚାଲିଛି ବ୍ୟାପକ ଗଛକଟା ।ଆଜି ସକାଳ ପ୍ରାୟ ୧୦ଟାରେ ସଦର ସ୍ମାର୍ଟା ପାର୍କ ସାମନା ରେ ଥିବା ଗଛ କାଟକୁ ନେଇ ଜନସାଧାରଣ ତିବ୍ର ବିରୋଧ କରିଛନ୍ତି ।ଏନେଇ ସୂଚନା ଦେଲେ ତାପସ କୁମାର ବେଉରୀଆ।