ଫୁଲବାଣୀ ସହର: ବାଲିଗୁଡା ଠାରେ କୁନି କୁନି କାରାଟେ ଚମ୍ପିୟାନ କୁ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ ଙ୍କ ସହ ପିତାମାତା
ବହ୍ମପୁର ଠାରେ ଖେଳି କରାଟି ଚାମ୍ପିଆନ ହେଲେ ବାଲିଗୁଡ଼ା ଏକାଡମୀ, କୁନି କୁନି ଛୁଆ କାରେଟ୍ ଚମ୍ପିୟାନ ଙ୍କୁ ବାଜାବାଈଦ ସହ ବ୍ୟାପକ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ ଏବଂ ବାପାପମା, ଏହି ସମ୍ବର୍ଦ୍ଧନା ଟି ସମବାର ରାତି 7ଘଣ୍ଟିକା ସମୟରେ ଅନୁଷ୍ଠିତ ହଈଥିବା ନେଇ ସୁଚନା ମିଳିଛି