ଗଠିତ ହେଲା କନ୍ଧମାଳ ଜିଲ୍ଲା ଏଡିଓ ସଂଘ I ରଂଜିତ କୁମାର ମିଶ୍ର ହେଲେ ସଭାପତି ଓ କାନସିରାମ ଦିଗାଳ ସାଧାରଣ ସମ୍ପାଦକ Iସମବାର ଦିନ 12ଘଣ୍ଟିକା ସମୟରେ ଏହି ବୈଠକ ଅନୁଷ୍ଠିତ, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଲକ ମହାସିଂ ଥରେ ଥିବା ପଥ ପ୍ରାନ୍ତ ଶେବାକେନ୍ଦ୍ର ଥରେ କନ୍ଧମାଲ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ମାନଙ୍କରେ କାର୍ଯ୍ୟରତ ଏଡିଓ ମାନଙ୍କ ର ଏକ ସଂଗଠନ ନୂତନ ଭାବରେ ଗଠିତ ହୋଇଯାଇଛି I ସଙ୍ଘ ର ଅସ୍ଥାୟୀ ସଭାପତି ପୁଷ୍ପଲତା ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲାର ପ୍ରାୟ ପ୍ରତେକ ବ୍ଲକ ର ଏଡିଓ ମାନେ ଉପସ୍ଥିତ ଥିବା ବେଳେ ସର୍ବ ସମ୍ମତି କ୍ରମେ ସଂଜୀବ