ଆଠମଲ୍ଲିକ: ଭାଉଜ ଙ୍କୁ ମାଡ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବାଟିମୁଣ୍ଡା ଗ୍ରାମର ଲକ୍ଷ୍ମୀପ୍ରିୟା ପ୍ରଧାନ ଙ୍କୁ ତାଙ୍କ ଦିଅର ସୁମନ ପ୍ରଧାନ
ମାଡ ମାରିବା ସହ ହତ୍ୟା କରିବା ପାଇଁ ଧମକ ଦେଇଥିବା ଲକ୍ଷ୍ମୀପ୍ରିୟା ରବିବାର ଦିନ କିଶୋରନଗର ଥାନା ରେ ଅଭିଯୋଗ କରିଛନ୍ତି । ପୋଲିସ ତାଙ୍କ ଅଭିଯୋଗ କୁ ଭୀତି କରି ନମ୍ବର ୨୯୬/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଲକ୍ଷ୍ମୀପ୍ରିୟା ଙ୍କ ସ୍ଵାମୀ ଙ୍କ ସହ ସୁମନ ଝଗଡା ଲାଗୁଥିଲେ । ଏ ନେଇ ଲକ୍ଷ୍ମୀପ୍ରିୟା ପ୍ରତିବାଦ କରିବାରୁ ସୁମନ ତାଙ୍କୁ ମାଡ ମାରିବା ସହ ହତ୍ୟା କରିବ ବୋଲି ଧମକ ଦେଇଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି ।