Public App Logo
କଟକ ପୌରାଞ୍ଚଳ: ଜଣେ କୁଖ୍ୟାତ ଚୋରକୁ ଶୁକ୍ରବାର ଗିରଫ କରିଛି ଦରଘାବଜାର ଥାନା ପୁଲିସ। ଅଭିଯୁକ୍ତ ହେଉଛି ପୁରୀଘାଟ ନିମସାହି ଅଞ୍ଚଳର ଟୁବୁଲା ସାମଲ - Cuttack M Corp PS News