ବଡସାହି: ପଣ୍ଡୁଗଡିଆ ଠାରେ ନିର୍ମାଣାଧୀନ ବେତନଟୀ ଜେଏମଏଫସି କୋର୍ଟର ନୂତନ ବିଲଡିଂ ପରିଦର୍ଶନକଲେ ମାନ୍ୟବର ଜିଲ୍ଲାଜଜ, ଉଦଘାଟନ ନେଇ ଆଲୋଚନା
Barsahi, Mayurbhanj | Jul 30, 2025
ବେତନଟୀ ଉପକଣ୍ଠ ପଣ୍ଡୁଗଡିଆ ଠାରେ ନିର୍ମାଣାଧୀନ ଜେଏମଏଫସି କୋର୍ଟବିଲଡିଂକୁ ବୁଧବାର ରାତି ୯ଟାରେ ଅଚାନକ ପରିଦର୍ଶନ କଲେ ମାନ୍ୟବର ଜିଲ୍ଲାଜଜ...