ବୌଦ୍ଧ ସଦର: ଗନ୍ଧିସର୍ ରାସ୍ତା ନିକଟର ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟନା ଗ୍ରସ୍ତହେଲା ବୋଲରୋ ପିକପ ଭେନ୍ ଅଳ୍ପକେ ବର୍ତିଲା ଚାଳକ
Baudh Sadar, Boudh (Bauda) | Apr 30, 2025
ବୌଦ୍ଧ ଥାନା ଆମ୍ବଝୋରି ପଞ୍ଚାୟତ ଅନ୍ତର୍ଗତ ଗନ୍ଧିସର୍ ରାସ୍ତା ନିକଟର ବୁଧବାର ଭର ରୁ ବଘିଆପଡା ରୁ ଆମ୍ବଝରି ଅଭିମୁଖେ ଯାଉଥିବା ବୋଲେରୋ ପିକପ୍...