ସୂଚନା ଅନୁସାରେ ରିଦ୍ଧି ଟ୍ରଷ୍ଟ ଏବଂ ଏସ ପି ଏଣ୍ଟରର୍ଟେନମେଣ୍ଟ ଆନୁକୂଲ୍ୟରେ ନିର୍ମିତ ହେବାକୁ ଯାଉଥିବା ବୀର ମାଧୋ ସିଂ ଚଳଚିତ୍ର ନିମନ୍ତେ ଆଜି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସୁବର୍ଣା ନାରୀ ଜାଗରଣ କେନ୍ଦ୍ର ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାରୁ 40 ଜଣ ପୁରୁଷ ଏବଂ ମହିଳା କଳାକାର ଯୋଗଦାନ କରିଥିଲେ l ବୀର ମାଧୋ ସିଂ ଙ୍କ ବିରଚିତ କୃତିକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଉଦ୍ୟେଶ୍ୟ l