ହିନ୍ଦୋଳ: ଖଜୁରିଆକଟାଠାରେ ଉପଖଣ୍ଡ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ଠାରେ ଗତକାଲି ଉପଖଣ୍ଡ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହା ମେଳାକୁ ଅନୁଷ୍ଠାନିକ ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଉଦ୍ଘାଟନ କରିଥିଲେ। ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ବିଡ଼ିଓ ସୌରଭ କଲ୍ୟାଣ ଦାସ, ତହସିଲଦାର ଦିଲ୍ଲୀପ କୁମାର ସେଠିଙ୍କ ସହ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ବିଭିନ୍ନ କ୍ଷେତ୍ର ଅଧିକାରୀ ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତରୁ ବହୁ ମହିଳା ଏବଂ ପୁରୁଷ ଚାଷୀମାନେ ଯୋଗ ଦେଇଥିଲେ। ଉର୍ନ୍ନତ ମନର ମାଛ.କୁକୁଡ଼ା. ବତକ. ଛେଳି ଓ ଗାଈ ଚାଷ ବିଷୟରେ ତାଲିମି ପ୍ରଦାନ