ରାଜ୍ୟ ଔଷଧିୟ ଉଦ୍ଭିଦ ପରିଷଦ ଓଡିଶା ଓ ଏମ ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷରିତ ହୋଇଥିବା ନେଇ ଆଜି ରାତ୍ର 9 ଟା ସମୟରେ ଗଣ ମାଧ୍ୟ୍ୟମ କୁ ସୂଚନା ଦେଇଛନ୍ତି l ରାଜ୍ୟରେ ଔଷଧୀୟ ଉଦ୍ଭିଦ ଚାଷ କୁ ପ୍ରୋତ୍ସାହିତ କରିବା ନିମନ୍ତେ ଚୁକ୍ତି ହୋଇଥିବା ନେଇ ଅନୁଷ୍ଠାନ ର ନିଦ୍ଦେଶକ ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି l