ନୂଆପଡା: ଖଡ଼ିଆଳ ଠାରେ କୃଷି ଉଦ୍ୟୋଗୀରେ ତାଲିମ ନେଇ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି; ପ୍ରତିକ୍ରିୟା ରଖିଲେ ଛତୁ ଚାଷୀ ଗୀତାଞ୍ଜଳି ବାଗ
Nuapada, Nuapada | Jul 27, 2025
ଖଡ଼ିଆଳ ସହର ୧୨ ନଂ ୱାର୍ଡରେ ରହୁଥିବା ତପନ କୁମାର ହଂସ ଓ ତାଙ୍କ ପତ୍ନୀ ଗିତାଞ୍ଜଳି ହଂସ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ସେମାନେ...