ଜି ଉଦୟଗିରି: ଦାରିଙ୍ଗିବାଡ଼ି ବ୍ଲକର କୁତୁବଡ଼ି ଗ୍ରାମର ଯାନ୍ତୁଆ ପ୍ରଧାନ ବଜ୍ରାଘାତ ରେ ଆହତ ହୋଇଥିବାର ସୂଚନା ମିଳିଅଛି
ଦାରିଙ୍ଗିବାଡ଼ି ବ୍ଲକର କୁତୁବଡ଼ି ଗ୍ରାମର ଯାନ୍ତୁଆ ପ୍ରଧାନ ବଜ୍ରାଘାତ ରେ ଆହତ ହୋଇଥିବାର ସୂଚନା ମିଳିଅଛି. ଘର ବାହାରେ ଥିବା ବେଳେ ବଜ୍ରଘାତ ହୋଇଥିଲା. ସେଠାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ. ଜିଲ୍ଲାର ବିଭିର୍ନ ସ୍ଥାନରେ ବର୍ଷା ସହ ବଜ୍ରାଘାତ ହୋଇ ଥିବାର ସୂଚନା ମିଳିଅଛି.