ମାଲକାନଗିରି: ଶିକ୍ଷକ ତପନ କୁମାର ବାଇନଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା, ଯୋଗ ଦେଲେ ବ୍ଲକ ଶିକ୍ଷାଧିକାରୀ
Malkangiri, Malkangiri | Aug 31, 2025
କାଲିମେଳା ବ୍ଲକ ଶିକ୍ଷା ଅନ୍ତର୍ଗତ ଲୁଗେଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩୯ ବର୍ଷର ଦୀର୍ଘ ଶିକ୍ଷକତା ଜୀବନ ସଫଳତାର ସହ...