ଝରିଗାଁ: ସନ୍ଦୀମୁଣ୍ଡା ଠାରେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ସାଂସଦ
ନବରଙ୍ଗପୁର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ସନ୍ଦୀମୁଣ୍ଡା ଗସ୍ତ କରି ସେଠାରେ ବିଜୁ ପ୍ରେମୀ ସ୍ବର୍ଗତ ନଟବର ମନହିରା ଙ୍କ ଘରକୁ ଜାଇ ଶୋକ ସନ୍ତପ୍ତ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ l ଶେଷରେ ସେଠାକାର ଗ୍ରାମବାସୀଙ୍କ ସହ ସେଠାରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ କିଛି ସମୟ ଆଲୋଚନା କରିଥିଲେ l