ବାରିପଦା ସ୍ଥିତ ସହିଦ୍ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ରବିବାର ଦିନ ୨ୟ ସନ୍ଧ୍ୟାରେ ଥିଆଲାଇଟ, କୋଲକାତା ପ୍ରଯୋଜିତ ନାଟକ "ଚୁୟା ଚନ୍ଦନ" ମଞ୍ଚସ୍ଥ ହୋଇଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୭ ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ନାଟକ ମହୋତ୍ସବର ସଫଳତା କାମନା କରିଥିଲେ।