ରେଢାଖୋଲ: ଲଇଣ୍ଡାମାଲ ଛକରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର
ଲଇଣ୍ଡାମାଲ ଛକରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ୧୫୩ ବି ଜାତୀୟ ରାଜପଥର ରେଢ଼ାଖୋଲ ବୌଦ୍ଧ ରାସ୍ତାରେ ମଙ୍ଗଳବାର ମଧ୍ଯାନ୍ନରେ ଲଇଣ୍ଡାମାଳ ଛକ ନିକଟସ୍ଥ ପୋଲ ଉପରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ଯାଜପୁର ଜିଲ୍ଲାର ମଲ୍ଲିକାପୁର ଦଶରଥପୁର ନିବାସୀ ବିଶ୍ଵଜିତ ପତି ।ସେ ଆଜି ବାଇକ୍ ରେ ଯାଜପୁରରୁ କୋରାପୁଟ ଯାଉଥିବା ବେଳେ ଏଠାରେ ଭାରସାମ୍ଯ ହରାଇ ପୋଲ ଉପର ସୁରକ୍ଷା ବାଡରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବିଶ୍ଵଜିତଙ୍କୁ ଉଦ୍ଧାର କରି ଏନ୍ଏଚଆଇ ଆମ୍ବୁଲାନ୍ସ ରେ ରେଢ଼ାଖୋଲ ଡାକ୍ତରଖାନାକୁ