କାକଟପୁର: ଅସ୍ତରଙ୍ଗ ବ୍ଲକ ଓ ତହସିଲ ରେ କାର୍ଯ୍ୟରତ ଅମଲା ସାମୂହିକ ଛୁଟିରେ, କାର୍ଯ୍ୟ ବାଧା ପ୍ରାପ୍ତ, ଖାଲି ପଡିଛି ଚୌକି
Kakatpur, Puri | Aug 11, 2025
ସାମୂହିକ ଛୁଟିରେ ଅମଲା କର୍ମଚାରୀ :-ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ପ୍ରଭାବିତ :-ଜନ ସାଧାରଣ ଅସୁବିଧା ସମ୍ମୁଖୀନ :-ଅଫିସ ରେ ଚୌକି ଖାଲି...