ରେଢ଼ାଖୋଲରେ ବିଜେପି ରାଜ୍ୟ ସଭାପତି ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଲୋଚନା କଲେ ଦଳିୟ କର୍ମୀ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେ ବୁଧବାର ସଂଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ସହ ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କଲେ ଦଳୀୟ କର୍ମୀ । ରେଢ଼ାଖୋଲ ସହରରେ ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ , ଖାଓ ଗଲି , ଗ୍ରାମାଞ୍ଚଳରେ ପିଇବା ପାଣି ଓ ସମସ୍ତ ଗ୍ରାମ କୁ ରାସ୍ତା ନିର୍ମାଣ ପାଇଁ ଆଲୋଚନା କରିଥିଲେ ।