ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ବ୍ରାହ୍ମଣପଦର ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ଯ ର ସମୀକ୍ଷା କରିଛନ୍ତି ଜେଇ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର ବ୍ରାହ୍ମଣପଦର ଗ୍ରାମ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ଯ ର ସମୀକ୍ଷା କରିଛନ୍ତି ଜେଇ । ଭଞ୍ଜନଗର ବ୍ଳକର ଜେଇ ଆଜି ଦିନ 11 ଘଣ୍ଟ ସମୟରେ ଉକ୍ତ ଗ୍ରାମ ପଞ୍ଚାୟତ ରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି । ଏଥିସହ କିଭଳି ଭାବରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଗ୍ରାମ ପଞ୍ଚାୟତ ର ଅଧିକାରୀଙ୍କ ସହ ଆଲୋକପାତ କରିଛନ୍ତି ଜେଇ ।